pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

bbehera

ସୁନ୍ଦରଗଡ : ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବସ୍ ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିତିବା ଜଣାପଡିଛି । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ । ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ତିନିଜଣ ସାଙ୍ଗ କୌଣସି କାମରେ ବାଇକ୍‌ରେ ଏକାଠି ଯାଉଥିଲେ । ବାଇକ ଦୃତ ଗତିରେ ଯାଉଥିବା ବେଳେ ତୁମୁଲିଆ ଗାଁର ନିକଟରେ ସାମ୍ନାପୁଟୁ ଆସୁଥିବା ଏକ ବସ୍‌କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ରୋହନ ଓ ଶ୍ୟାମଙ୍କ ମୃତ୍ୟୁ ଘଟିଥିଲା । ଓମ୍‌ଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

eight − seven =