pakka

ଅଜଣା ଗାଡି ଧକ୍କାରେ ୨ ଯୁବକ ଗୁରୁତର

bbehera

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଜାତୀୟ ରାଜପଥ ଢ଼ାବା ନିକଟରେ ଅଜଣା ଗାଡି ଧକ୍କାରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଦୁଇଜଣ ଏ କୋରେୟା (୩୮), ପି ସନ୍ୟାସୀ (୨୬) ବୋଲି ଜଣାପଡିଛି । ଏମାନଙ୍କୁ ଗୁରୁତର ଅବସ୍ଥାରେ ଜାତୀୟ ରାଜପଥ ପ୍ରାଧିକରଣ ପାଟ୍ରୋଲିଂ ଗାଡି ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଏ. କୋରେୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ମାନଙ୍କ ଘର ଗଞ୍ଜାମ ଥାନା ବଡ଼ନୋଳିଆନୂଆଗାଁ ବୋଲି ଜଣାପଡିଛି ।

Leave A Reply

Your email address will not be published.

twenty − seven =