pakka

ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

bbehera

ଟିଟିଲାଗଡ, (ଗୁରୁଦୟାଲ ହଂସ) : ଆଜି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ତାଙ୍କ ଟିଟିଲାଗଡ ସ୍ଥିତ ବାସ ଭବନରେ ଭେଟି ଜିଲ୍ଲାର ଚାଷୀ ସମୁହଙ୍କୁ ତୁରନ୍ତ କୃଷି ବୀମା ରାଶି ପ୍ରଦାନ କରାଯିବାକୁ ଏବଂ ମରୁଡି ସହାୟତା ପ୍ରଦାନ ସମ୍ପର୍କିତ ଦାବୀପତ୍ର ଦିଆଯାଇ ଆଲୋଚନା କରାଯାଇଥିବା ଜଣାପଡିଛି । ଏଥିସହିତ ପାଟଣାଗଡର ନିଲଜିବାହାଲ ଏମ୍‌ଆଇଟି ନିର୍ମାଣ ପାଇଁ ମଧ୍ୟ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏସମ୍ପର୍କରେ ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

1 × three =

error: Content is protected !!