ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗୋପାଳକୃଷ୍ଣ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ପୈତୃକ ଘରେ ବିଏନ୍‌ପୁର ଥାନା ଜଳେଶ୍ଵରକଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି । ଗୋପାଳକୃଷ୍ଣ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରୁଛନ୍ତି । ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ତଦନ୍ତ କରୁଛି । ଏହି ଟିମ୍‌ରେ ବ୍ରହ୍ମପୁର ପୋଲିସର ଜଣେ ମହିଳା ଡିଏସ୍‌ପି ମଦ୍ୟ ସାମିଲ ଅଛନ୍ତି ।

Leave A Reply

Your email address will not be published.

2 + 1 =

error: Content is protected !!