ବଲାଙ୍ଗିର ଜିଲ୍ଲା ଆଜି ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୯ ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୨ରୁ ୧, ୩ରୁ ୧, ୪ରୁ ୨, ୭ରୁ ୧, ୮ରୁ ୧ ଏବଂ ୧୭ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ଉପରବାହାଲ ଗ୍ରା.ପ.ରୁ ୧, ବକ୍‌ଟି ଗ୍ରା.ପ.ରୁ ୧, ରୋତ୍‌ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ବିରିପାଲି ଗ୍ରା.ପ.ରୁ ୪ ଓ କୁର୍‌ସୁଡ଼ ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨, ଦେଉଲଗୁଡ଼ି ଗ୍ରା.ପ.ରୁ ୧, ନୁନହାଡ଼ ଗ୍ରା.ପ.ରୁ ୬, ସରମୁହାଣ ଗ୍ରା.ପ.ରୁ ୧, ସୁଲେକେଲା ଗ୍ରା.ପ.ରୁ ୨, ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ରୁ ୧, ୧୧ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୩ରୁ ୧, ୫ରୁ ୩, ୯ରୁ ୨, ୧୪ରୁ ୧ ଓ ୧୬ରୁ ୧, ଖପ୍ରାଖୋଲ ବ୍ଲକ୍‌ ବାଘମୁଣ୍ଡ ଗ୍ରା.ପ.ରୁ ୧, ଖପ୍ରାଖୋଲ ଗ୍ରା.ପ.ରୁ ୮, ନାନ୍ଦୁପଲା ଗ୍ରା.ପ.ରୁ ୧, ସାହାଜପାଣି ଗ୍ରା.ପ.ରୁ ୪, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଉଲ୍‌ବା ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୧, ଗଙ୍ଗାସାଗର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସିସି ୱାର୍ଡ ନଂ.୭ରୁ ୨, ୮ରୁ ୧, ୧୧ରୁ ୧, ପୁଇଁନ୍ତଲା ବ୍ଲକ୍‌ ଦୁର୍ଗାପାଲି ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ବୁଢ଼ାବାହାଲ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ସିହିନୀ ଗ୍ରା.ପ.ରୁ ୧, ଖୋଲାନ ଗ୍ରା.ପ.ରୁ ୧, ବିଜେପୁର ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୪ରୁ ୧, ୫ରୁ ୨, ୮ରୁ ୧, ୯ରୁ ୧ ଓ ୧୨ରୁ ୧, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ଜିଲ୍ଲାରେ ସର୍ବମୋଟ ୬୨୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି ।

jittmm
Leave A Reply

Your email address will not be published.