ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରିନବଚନ ଗ୍ରା.ପ.ରୁ ୨ ଜଣ, ବୁଦୁଲା ଗ୍ରା.ପ.ରୁ ୨ ଜଣ, ଭରସୁଜା ଗ୍ରା.ପ.ରୁ ୧ ଜଣ, ନଅଗାଁ ‘ବି’ରୁ ୧ ଜଣ, ଡୁଡୁକା ଗ୍ରା.ପ. ୧ ଜଣ, ବଲାଙ୍ଗିର ବ୍ଲକ ସକମା ଗ୍ରା.ପ.ରୁ ୧ ଜଣ, ଝାଙ୍କରପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୧, ୧୧, ୧୪ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ ମହରାପଦର ଗ୍ରା.ପ.ରୁ ୧ ଜଣ, ମାଟିଆଭଟା ଗ୍ରା.ପ.ରୁ ୧ ଜଣ, ଖପ୍ରାଖୋଲ ଗ୍ରା.ପ.ରୁ ୧ ଜଣ, ଲୁହାସିଂହା ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରା.ପ.ରୁ ୧ ଜଣ, ବୁର୍ଡା ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ବରପଦର ଗ୍ରା.ପ.ରୁ ୧ ଜଣ, ପୁଇଁତଲା ବ୍ଲକ କୁରୁଲ ଗ୍ରା.ପ.ରୁ ୧ ଜଣ, ସଇଁତଲା ବ୍ଲକ ସଇଁତଲା ଗ୍ରା.ପ.ରୁ ୧୪ ଜଣ, ବଡମାଲ ଗ୍ରା.ପ.ରୁ ୧ ଜଣ, କରମତଲା ଗ୍ରା.ପ.ରୁ ୧ ଜଣ, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧ ଜଣ, ଡୁଙ୍ଗୁରୀପାଲି ଗ୍ରା.ପ.ରୁ ୩ ଜଣ, ଟିଟିଲାଗଡ ବ୍ଲକ କୁଷକେଲ ଗ୍ରା.ପ.ରୁ ୧ ଜଣ, ନରେନ ଗ୍ରା.ପ.ରୁ ୧ ଜଣ, ସିହିନି ଗ୍ରା.ପ.ରୁ ୧ ଜଣ, ଖୋଲାନ ଗ୍ରା.ପ.ରୁ ୧ ଜଣ, ବିଜେପୁର ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୪ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

seventeen + 4 =

error: Content is protected !!