jsm

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୨

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧୬ ଜଣ, ବଲାଙ୍ଗିର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୪୪ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୬ ଜଣ, ବେଲପଡା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୧୬ ଜଣ, ଗୁଡଭେଲା ବ୍ଲକରୁ ୧୬, କଣ୍ଟାବାଞ୍ଜି ଏନ୍‌ଏସିରୁ ୧୦ ଜଣ, ଖପ୍ରାଖୋଲ ବ୍ଲକରୁ ୧୦ ଜଣ, ଲୋଇସିଂହା ବ୍ଲକରୁ ୧୨ ଜଣ, ମୁରିବାହାଲ ବ୍ଲକରୁ ୧୬ ଜଣ, ପାଟଣାଗଡରୁ ୧୭ ଜଣ, ପାଟଣାଗଡ ଏନ୍‌ଏସିରୁ ୫ ଜଣ, ପୁଇଁନ୍ତଲା ବ୍ଲକରୁ ୬ ଜଣ, ସଇଁନ୍ତଲା ବ୍ଲକରୁ ୧୩ ଜଣ, ଟିଟିଲାଗଡ ବ୍ଲକରୁ ୧୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୧ ଜଣ, ତୁରେକେଲା ବ୍ଲକରୁ ୩ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

yuvodaya
Leave A Reply

Your email address will not be published.