jsm

ବନ ମହୋତ୍ସବ ଅବସରରେ ଚାରା ରୋପଣ କଲେ ବିଚାରପତି

csstore

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତି ରାଜକିଶୋର ମହାପାତ୍ର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଚାରା ରୋପଣ କରିଛନ୍ତି । ତାଙ୍କ ସହ ସବ୍‌ଜଜ୍‌ ରମାକାନ୍ତ ମହାନ୍ତି, ଏସଡିଜେଏମ ମମିତା ସାହୁ, ଜେଏମ୍‌ଏଫ୍‌ସି ଲିପସା ରାଉତ, ତାଳୁକ ଆଇନ ସେବା ସମିତି ରିଟେନର ଜୟନ୍ତ ପଣ୍ଡା, କିରାଣୀ ଜୀବର୍ଦ୍ଧନ ଛତ୍ରିଆ, ଟିଟିଲାଗଡ଼ ବନ ରେଞ୍ଜ ଅଧିକାରୀ ଶିବପ୍ରସାଦ ନାଏକ, ବନପାଳ ଅମରେଶ ଠାକୁର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତ, ବ୍ରହ୍ମାନନ୍ଦ ପୁହାଣ, ଇକୋ କ୍ଲବ ସଦସ୍ୟ ମନୋଜ ଭୋଇ, ବିଦ୍ୟାଳୟ ଲିଗାଲ ଲିଟରେସି କ୍ଲବ ମୁଖ୍ୟ ସଂଯୁକ୍ତା ସାହୁ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

yuvodaya
Leave A Reply

Your email address will not be published.