ଆଜି ପବିତ୍ର ମାଘ ସପ୍ତମୀ ବୁଡ଼

କୋଣାର୍କ : ଆଜି ପବିତ୍ର ମାଘ ସପ୍ତମୀ ତିଥି । ଭୋର ୪ଟାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ହଜାର ହଜାର ଭକ୍ତ । ଦୁଇ ବର୍ଷ ପରେ ଆଡମ୍ବରରେ ପାଳିତ ହେଲା ମାଘ ସପ୍ତମୀ ବୁଡ଼ । ପ୍ରଥମେ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା । ତିନିଠାକୁର ପାରମ୍ପରିକ ବାଦ୍ୟ ଯନ୍ତ୍ର ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ଥିଲେ । ପରେ ତିନି ଠାକୁରଙ୍କ ସ୍ନାନ ସରିବା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ସୁଯୋଗ ପାଇଥିଲେ ।

Leave A Reply

Your email address will not be published.

20 − 4 =

error: Content is protected !!