om academy

ବାଘମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

jsm

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁରେ ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି । ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନ ପାଖରେ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ରାସ୍ତା ତିଆରି ହେଇ ପାରିନାହିଁ । କେବଳ ରାସ୍ତା ନୁହେଁ ସ୍କୁଲରେ ଶିକ୍ଷକ ମଧ୍ୟ ନାହାନ୍ତି, ପିଇବା ପାଣିର ଅସୁବିଧା ଭଳି ପ୍ରସଙ୍ଗରେ ଗ୍ରାମବାସୀମାନେ ସରକାରଙ୍କୁ ଘେରିଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଜିଦରେ ସ୍କୁଲ ସାମ୍ନାରେ ଭୋଟରମାନେ ବସି ରହିଛନ୍ତି ।

Leave A Reply

Your email address will not be published.