pakka

ବଲାଙ୍ଗିର ମ୍ୟୁନିସିପାଲିଟିରୁ ବରଗଡ ସିମେଣ୍ଟ କାରଖାନାକୁ ୨.୨୪୫ ଟନ୍ ଅଣ-ରିସାଇକେବଲ୍ ବର୍ଜ୍ୟବସ୍ତୁ ପଠାଯାଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିରୁ ବରଗଡ ସିମେଣ୍ଟ କାରଖାନାକୁ ୨.୨୪୫ ଟନ୍ ଅଣ-ରିସାଇକେବଲ୍ ବର୍ଜ୍ୟବସ୍ତୁ ପଠାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ବର୍ଜ୍ୟବସ୍ତୁକୁ ସହର ସାରା ଘରକୁ ଘର ଯାଇ ବୁଲି ବୁଲି ବଲାଙ୍ଗିର ମ୍ୟୁନିସିପାଲିଟି ସଂଗ୍ରହ କରିଥିବା ବେଳେ ଏହା ଉଚିତ କାମରେ ବ୍ୟବହାର ହୋଇପାରିବ ବୋଲି ବରଗଡ ସିମେଣ୍ଟ କାରଖାନାକୁ ପଠାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

14 − eleven =

error: Content is protected !!