ବଜ୍ରାଘାତରେ ୧ମୃତ ଓ ୪ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣପୁର ପଞ୍ଚାୟତ ସେବତିପୁର ପଶ୍ଚିମପାରି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ତେବେ ମୃତକ ଜଣକ ଗାଁର ପ୍ରକାଶ ବିଶ୍ୱାଳଙ୍କ ପୁଅ ବିଶ୍ୱଜିତ ବିଶ୍ୱାଳ ବୋଲି ଜଣାପଡିଛି ।

Leave A Reply

Your email address will not be published.

19 − one =