pakka

ଜେଭେଲିନ୍‌ ପଶି ଜଣେ ଛାତ୍ର ଗୁରୁତର ଥିବା ଘଟଣା : ୪ ଘଣ୍ଟା ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜେଭେଲିନ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜେଭେଲିନ୍‌କୁ ବାହାର କରାଯାଇଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଡାକ୍ତର ଟିମ୍‌ ଅସ୍ତ୍ରୋପଚାର କରି ଜେଭେଲିନକୁ ବାହାର କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଘଟଣାର ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.

nineteen + 2 =