pakka

ଚାଣ୍ଟିପଦରରେ ନାମଯଜ୍ଞ ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଚାଣ୍ଟିପଦର ଗାଁରେ ୧୬ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏଥିପାଇଁ ବୁଧବାର କଳସ ଶୋଭାଯାତ୍ରା, ଗୁରୁବାର ନାମଯଜ୍ଞ ଆରମ୍ଭ ହୋଇ ଶନିବାର ରାତିରେ ପୂର୍ଣ୍ଣାହୂତି ହୋଇଥିଲା । ଜଗମୋହନ କୁଅଁର ସପତ୍ନିକ କର୍ତ୍ତା ଥିଲେ । ସଭାପତି ବିଭୁତି ଭୂଷଣ ସାହୁ, ସମ୍ପାଦକ ରୁଷୁଡା ସରପଞ୍ଚ କୈଳାଶ ବେହେରା, ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ଭକ୍ତବନ୍ଧୁ ନାଏକ, ଦିଲ୍ଲୀପ ପୁଟେଲ, ତରୁଣ ପୁଟେଲ, ରମେଶ ପ୍ରଧାନ, ବାଳକୃଷ୍ଣ ବୁଡେକ, ରଘୁନାଥ ଦାସ, କାଳିଆ ବାଗ୍‌, ଗଣନାଥ କୁଅଁର, ଅଶୋକ କୁଅଁର ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

twenty + eighteen =

error: Content is protected !!