ବିଜେବି ହାଇସ୍କୁଲ ପରିସରରେ ଭୟାବହ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଖୋର୍ଦ୍ଧା ବିଜେବି ହାଇସ୍କୁଲ ପରିସରରେ ଅଗ୍ନିକାଣ୍ଡ । ସାଇକେଲ୍ ଷ୍ଟାଣ୍ଡ ସମ୍ମୁଖରେ ଥିବା ଗଛ ଗୁଡ଼ିକରେ ଆଜି ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.

19 − four =

error: Content is protected !!