pakka

ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଚୋରି ଅଭିଯୋଗ

bbehera

ନୀଳଗିରି : ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ହୁଣ୍ଡିବାକ୍ସ ଏବଂ ପଞ୍ଚଲଡ଼ୁ ଭୋଗ ଦୋକାନରୁ ତାଲାଚାବି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି । ଶ୍ରଦ୍ଧାଳୁଙ୍କ ପାଇଁ ହୁଣ୍ଡିବାକ୍ସରେ ଦାନ ଦେବା ବନ୍ଦ ରହିଛି । ତେବେ ହୁଣ୍ଡି ବାକ୍ସ ନିକଟରେ ସିସିଟିଭି ଲଗାଇବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଟ୍ରଷ୍ଟ ମ୍ୟାନେଜର ।

Leave A Reply

Your email address will not be published.

5 × 2 =