ବିଳମ୍ବିତ ରାତିରେ ବଜ୍ରାଘାତ : ୩ ଗୁରୁତର, ୫ ଆହତ, ୩ ଛେଳି ମୃତ
ନୀଳଗିରି, (କେପିଏନ୍ଏସ୍) : ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତର ବୁଦୁଡ଼ାହି (ବାକ୍ସନାଳ) ଗ୍ରାମରେ ବିଳମ୍ବିତ ରାତିରେ ଘଟିଥିବା ବଜ୍ରାଘାତ ଘଟଣାରେ ଏକ ପରିବାରର ୮ ଜଣ ସଦସ୍ୟ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ୫ ଜଣ ଆହତ!-->…
Read More...
Read More...