pakka

୧୦ ବସ୍ତା ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

bbehera

କୋରାପୁଟ : କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପାଡାଲପୁଟ ଗାଁରୁ ୧୦ ବସ୍ତା ଗଞ୍ଜେଇ ଜବତ କରିଛି ପୁଲିସ । ଜବତ ଗଞ୍ଜେଇ ୨୦୩ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି । ତେବେ ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ । ଅଭିଯୁକ୍ତଙ୍କୁ ଖୋଜିବାକୁ ତଦନ୍ତ ଚଳାଇଛି ପୋଲିସ ।

jay balangir
Leave A Reply

Your email address will not be published.

fifteen + sixteen =