Browsing Category
ଅପରାଧ
ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍ରେ ଗିରଫ
ପାଟନା : ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍ରେ ଗିରଫ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଦୀର୍ଘ ତିନି ଦିନ ଯାଏଁ ପଚରା ଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଦ୍ୱାରା ଗିରଫ୍ ହୋଇଛନ୍ତି ରିୟା । ଗିରଫ୍!-->…
Read More...
Read More...
ଜାଣିଲେ ଶିହିରି ଯିବ ଦେହ : ୧୧ ବର୍ଷ ବାଳକ ନିଜ ସାଥୀକୁ ପଥରରେ ଛେଚି ହତ୍ୟା କଲା
ଇନ୍ଦୋର : ମଧ୍ୟପ୍ରଦେଶର ବ୍ୟବସାୟ ନଗରୀ ଇନ୍ଦୋରରେ ଏକ ଏମିତି ଘଟଣା ଘଟିଛି, ଯାହା ଜାଣିଲେ ଦେହ ଶିହିରି ଯିବ । ଭିଡ଼ିଓ ଗେମ୍ରେ ହାରିଯିବାରୁ ଜଣେ ୧୧ ବର୍ଷର ବାଳକ ପଥରରେ ମୁଣ୍ଡ ଛେଚି ନିଜ ସାଥୀକୁ ହତ୍ୟା କରିଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ଅଭିଯୁକ୍ତ ବାଳକ ହତ୍ୟା!-->…
Read More...
Read More...
ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ
ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ୍-୧୯ ଓ ମୋଟର ଯାନ ଆଇନ୍ ଉଲଙ୍ଘନ ଅଭିଯୋଗରେ ସମ୍ବଲପୁର ଜିଲ୍ଲାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସମଗ୍ର ଜିଲ୍ଲାରେ ମୋଟର ଯାନ ଆଇନରେ ୩୦୦ ଜଣଙ୍କ ଠୁ ୩ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବାର ୨୫୦ ଜଣଙ୍କ ଠାରୁ ୧ ଲକ୍ଷ!-->…
Read More...
Read More...
ମାରଣାସ୍ତ୍ରରେ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟର ୬ଦିନ ପରେ ମଧ୍ୟ ଅନ୍ଧାରରେ ବାଡି ବୁଲାଉଛି ପୁଲିସ : ସାଧାରଣରେ…
ଦେଓଗାଁ, (ମନିଷ କୁମାର ସାହୁ) : ଗୋଟିଏ ଦିନରେ ଦେଓଗାଁ ଥାନାଞ୍ଚଳର ଦୁଇଟି ଜାଗାରେ ତିନି ଘଣ୍ଟାର ବ୍ୟବଧାନରେ ଲୁଟ୍ ଘଟଣା ଘଟିଥିଲା । ଗୋଟିଏ ଘଟଣାରେ ଲୁଟେରାମାନେ ଆକ୍ରମଣ ମାରଣାସ୍ତ୍ର ଦ୍ୱାରା କରିଥିଲେ। ଘଟଣାକୁ ଇତିମଧ୍ୟରେ ୬ ଦିନ ବିତିଯାଇଛି । ହେଲେ ଆଜି ବି ପୁଲିସ ହାତ ଖାଲି ରହିଛି ।!-->…
Read More...
Read More...
କିନ୍ନରଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା : ତନାଘନା ଯାଂଚରେ ଲାଗିଛି ପୁଲିସ
ନୂଆଦିଲ୍ଲୀ : କିନ୍ନରଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତନାଘନା ଯାଂଚରେ ଲାଗିଛି ପୁଲିସ । ଗୁଳିକାଣ୍ଡର ଶୀକାର ହୋଇଥିବା କିନ୍ନର ଏକତା ଯୋଷୀଙ୍କ ସହ ତାଙ୍କର ସାଥୀ ଅନିତା ମଧ୍ୟ ସାଂଗରେ ଥିଲେ, ଅଥଚ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ । ଅସାମାଜିକଙ୍କ ଗୁଳିରେ ଏକତା!-->…
Read More...
Read More...
ଅମାନବୀୟ କାଣ୍ଡ : ମଦ୍ୟପ ସ୍ୱାମୀ ତଂଟି ଚିପି ହତ୍ୟା କଲା ୯ ମାସର ଗର୍ଭବତୀ ସ୍ତ୍ରୀକୁ
ବଲାଙ୍ଗିର, (କେପିଏନ୍ଏସ୍) : ମଦ କ’ଣ ନକରେ । ମାତାଲ୍ ଅବସ୍ଥାରେ ଜଣେ ମଦ୍ୟପ ନିଜ ୯ ମାସର ଗର୍ଭବତୀ ସ୍ତ୍ରୀକୁ ତଂଟି ଚିପି ହତ୍ୟା କରିବା ଭଳି ଏକ ବିଭତ୍ସ ଘଟଣା ଘଟିଛି ବଲାଙ୍ଗିର ସହରର ରାଧାରାଣୀପଡ଼ାରେ । ସୂଚନା ଅନୁସାରେ ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ନିଜ ସ୍ତ୍ରୀକୁ ବର୍ବର!-->…
Read More...
Read More...
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ
ପାଟନା, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଏହାକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୁଶାନ୍ତ ସିଂହଙ୍କ ବାପା ଏବଂ ବିହାର ବିଧାନସଭା!-->…
Read More...
Read More...
ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା,!-->…
Read More...
Read More...
ଡୁଡୁକାଶିରା ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ
ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ଚୁଡାପାଲି ରାସ୍ତା ଡୁଡୁକାଶିରାରୁ ଅଢେଇ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖର୍ଲିକାନୀର ଦିଲିପ ବଗର୍ତ୍ତି(୩୫), ବାଗଭାଡିର ଗୋପାଳ ବାରିକ (୨୮),!-->…
Read More...
Read More...