ପୁଣି ଅଲୋଡା ଶିଶୁ କନ୍ୟା : ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର

କଟକ : ପୁଣି ଅଲୋଡା ଶିଶୁ କନ୍ୟା । ଚାକୁଣ୍ଡା ଗଛ ମୂଳେ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମହୀଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଖବର ନେବାରୁ ଜଣାପଡିଛି ଯେ, ଆଜି ସକାଳ ସମୟ ୬ଟାରେ ମହୀଧରପଡା ଗୋଷ୍ଠୀ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ପୋଷ୍ଟର ଚିରା-ସଫେଇ ଅଭିଯାନ ଜାରୀ

ସାମିଲ ହେଲେ ଡେପୁଟି କମିଶନର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ କ୍ଲିନ୍ ସିଟି ପକ୍ଷରୁ ବ୍ରହ୍ମପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି । ପ୍ରତି ରବିବାର ଭଳି ଗତକାଲି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଆଗମନକୁ ନେଇ ପ୍ରସ୍ତୁତି ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ୨୬ ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ କେସିଙ୍ଗା ହୋଇ ଯିବାର କାର୍ଯ୍ୟକ୍ରମ ଚୂଡାନ୍ତ ହେବା ପରେ କେସିଙ୍ଗାରେ ସଭାପତିଙ୍କ ସମ୍ମାନରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ନଗର ସଭାପତି ପିଙ୍କୁ
Read More...

ଏବିସିଡି ନୂଆଖାଇ ଭେଟଘାଟ ରଙ୍ଗୋଲି : ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରବିବାର ଦିନ ଏବିସିଡି ଆୟୋଜିତ ବୋଡାସମ୍ବର ନୂଆଖାଇ ଭେଟଘାଟ ଉପଲକ୍ଷେ ପଦ୍ମପୁର ମେହେରପଡାଠାରେ ଥିବା ଗଙ୍ଗାଧର ମେହେର ଧରମ ସାଲାଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି
Read More...

‘ନାରୀନିର୍ଯ୍ୟାତନା ଓ ସଶକ୍ତିକରଣ’ ଶୀର୍ଷକ ଆଲୋଚନାଚକ୍ର

“ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା, ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଯାଇଛି ।୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟ୍ଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା
Read More...

ଆସନ୍ତାକାଲି ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆମର ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ପତ୍ରାପାଲି ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ-ବଙ୍ଗୋମୁଣ୍ଡା ରାସ୍ତାର ପତ୍ରାପାଲି(କ)ଗ୍ରାମ କେନାଲ ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସିନ୍ଧେକେଲା ଥାନା ଠେମରା ପଞ୍ଚାୟତ ଜାମତରା ଗ୍ରାମର
Read More...

ବିଟାବନ୍ଧ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ନିର୍ମଳ ପ୍ରସାଦ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବରିଷ୍ଠ ଶିକ୍ଷକ ନିର୍ମଳ ପ୍ରସାଦ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସାହୁ ଦୀର୍ଘ ଦିନରୁ ମୁରିବାହାଲ୍
Read More...

ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ

ଯୋଗଦେଲେ ବିଧାୟକ ନବୀନ ଜୈନ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗ୍ରାମୀଣ ଭାରତର ୬୦%ରୁ ଅଧିକ ଲୋକ କାର୍ଯ୍ୟକ୍ଷମ ବୟସର, ତଥାପି ଲାଭରହିତ କୃଷି ଓ ଅସମାବେଶୀ ବିକାଶ କାରଣରୁ ଏମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗ୍ରାମୀଣ ଯୁବକମାନେ ଅତ୍ୟଧିକ ଦାରିଦ୍ର୍ୟରେ ଆବୃତ ହୋଇ ନିଶାର
Read More...