ନୂଆଖାଇ ପାଇଁ ନୃସିଂହନାଥକୁ ଝିଟିକି ଗ୍ରାମରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୂଆଁଖାଇ ପାଇଁ ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ ୩୦୦ ପରିବାର ଗାଁରେ ଘର ଘର ବୁଲି ସଂଗ୍ରହ
Read More...

ରାଜ୍ୟସ୍ତରୀୟ ପାରା ଖେଳକୁଦ ପ୍ରତିଯୋଗିତା ରଞ୍ଜନ ଓ ରଜଙ୍କୁ ସ୍ୱର୍ଣ୍ଣ ପଦକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାରା ସ୍ପୋର୍ଟସ ଏସୋସିଏସନ, ଓଡିଶା ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ତାରକା ରଞ୍ଜନ ହାଁସଦା ଓ ରଜ ମାର୍ଣ୍ଡି ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ତା.୨୪.୦୮.୨୦୨୫ ଜିଲ୍ଲା କମିଟି ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଅକ୍ଷୟ କୁମାର ରଣା ସଭାପତିତ୍ୱ କରିଥିଲେ । ପ୍ରଥମେ ଇଷ୍ଟଦେବ ରୁଦ୍ରପାଳ ଓ ରଣେଶ୍ୱରୀଙ୍କ ପୂଜା କରାଯାଇଥିଲା । ଏହା
Read More...

ଟିକ୍ରାପଡା ପୂଜା ମଣ୍ଡପର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଟିକ୍ରାପଡା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ବିଗତ
Read More...

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ସ୍ୱାଧୀନତା ସଂଗ୍ରାମୀ ବିଠଲଭାଇ ପଟେଲ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ଭାରତୀୟ ବାଚସ୍ପତି ହେବାର ୧୦୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରିବା ପାଇଁ ଦିଲ୍ଲୀ ବିଧାନସଭାରେ ବାଚସ୍ପତି ସମ୍ମିଳନୀ ଆୟୋଜିତବିଠଲଭାଇ ପଟେଲ ଭାରତୀୟ ବିଚାର ଉପରେ ଆଧାରିତ ଗଣତାନ୍ତ୍ରିକ ଉପାୟରେ ଦେଶକୁ ଚଳାଇବା
Read More...

ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ନିମାପଲ୍ଲୀ ଗ୍ରାମରେ ବିଭିନ୍ନ କିସମର ଫଳ ଚାରା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳାଗାଁ ଗ୍ରାମପଞ୍ଚାୟତ ନିମାପଲ୍ଲୀ ଗ୍ରାମର କୋଠଘର ଠାରେ ଗ୍ରାମର ଏକଶହ ପରିବାରକୁ ୨୫୦ରୁ ବିଭିନ୍ନ କିସମର ଫଳ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

‘ବିଜୟଶ୍ରୀ ସମ୍ମାନ’ ପାଇଲେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ

ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ୱାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ ରାଉରକେଲା, (ସସ୍ମିତା ପ୍ରଧାନ) : ଡ. ବିଜୟ ପଟ୍ଟନାୟକ ସାରସ୍ୱତ ସ୍ମୃତି ସଂସଦ ଆୟୋଜିତ ରାଜ୍ୟସ୍ତରୀୟ ଡ. ବିଜୟ ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା 'ବିଜୟଶ୍ରୀ' ଆଜି ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ
Read More...

ବିବିଧା ଫାଉଣ୍ଡେସନ ଆର୍ଟ କଳଚର୍ ସଂଗଠନର ଅଷ୍ଟମ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନ ତମାମ ଧରି ସାଂସ୍କୃତିକ ବିଦ୍ଭବ ଭିତ୍ତିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଳଚର୍ ଅନୁଷ୍ଠାନର
Read More...

ବାଲିଗୁଡ଼ାର ପୂର୍ବତନ ବିଧାୟକଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକସ୍ମାତ୍ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ବିଶ୍ୱ ରୋଷେଇ ଘର ଉଦ୍ୟାନ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୫ ଅଗଷ୍ଟ ବିଶ୍ଵ ରୋଷେଇ ଘର ଉଦ୍ୟାନ ଦିବସ, ଯାହା ମାସର ଶେଷ ରବିବାରରେ ପାଳନ ହୋଇଥାଏ । ସାଙ୍କେତିକ ଭାବରେ, ଗ୍ରୀଷ୍ମ ରୁତୁର ଶେଷ ସମୟକୁ ଏହା ପ୍ରତିପାଦିତ କରେ । ଏହି ପାଳନ ହେଉଛି ଅଳ୍ପ ପରିମାଣରେ ଉତ୍ପାଦିତ ଖାଦ୍ୟର ବାର୍ଷିକ, ବିକେନ୍ଦ୍ରୀକରଣ
Read More...