ଚଳିତ ବର୍ଷ ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇବେ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼
ବଲାଙ୍ଗିର, (କେପିଏନ୍ଏସ୍) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ!-->…
Read More...
Read More...