ଭୁତିଆରବାହାଲ ଗାଁରେ ମଦବିକ୍ରି ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ସର୍ବ ସାଧାରଣ ସ୍ଥଳରେ ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ବିରୁଦ୍ଧ ରେ ଗାଁର ସଚେତନ ନାଗରିକ ଓ ଯୁବକ ଜିଲ୍ଲପାଳ ବଲାଙ୍ଗିର, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଅବକାରୀ ଅଧିକାରୀ ବଲାଙ୍ଗିରଙ୍କୁ ଦାବି
Read More...

ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟର ପ୍ରତିଷ୍ଠା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଜିଏମଏଫସି କୋର୍ଟର ଆଜି ପ୍ରତିଷ୍ଠା ଦିବସ ବଙ୍ଗୋମୁଣ୍ଡା ଓକିଲ ସଂଘ ତରଫରୁ ପାଳନ କରାଯାଇଛି । ବଙ୍ଗୋମୁଣ୍ଡା ଓକିଲ ସଂଘ ସଭାପତି ସୁଧାଂଶୁ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

ଗୋଇମୁଣ୍ଡ ୪୯ତମ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୯ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା
Read More...

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ସମରେନ୍ଦ୍ର

ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ
Read More...

ସଂସ୍କୃତି ସମାଜକୁ ଶୃଙ୍ଖଳିତ କରେ : ଜୟ ନାରାୟଣ ମିଶ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୭୯ତମ ରାଜ୍ୟସ୍ତରୀୟ ନୂଆଁଖାଇ ଲୋକ ସଂସ୍କୃତି ମହୋତ୍ସବ ଓଡ଼ିଶା ସାଂସ୍କୃତିକ ସମାଜ ପରିସରରେ ପାଳିତ ହୋଇଯାଇଛି । ସାରସ୍ଵତ ଅଧିବେଶନର ଉଦଘାଟକ ଭାବେ ବିଧାୟକ ସମ୍ବଲପୁର ଜୟନାରାୟଣ ମିଶ୍ର ସାହିତ୍ୟ ଏବଂ ସଂସ୍କୃତି
Read More...

ସଂହତି ସଂଘର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଅଞ୍ଚଳ ମହିଳା ସଂଘର ସଂହତି ସଂଘ ପକ୍ଷରୁ ଛେଣ୍ଡ ସ୍ଥିତ ଆଶାଦୀପ ଦିବ୍ୟାଙ୍ଗ ସ୍କୁଲଠାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ନାଚ ଗୀତର ମଧ୍ୟ ଆୟୋଜନ କରିଥିଲେ । ପିଲାମାନେ ଖୁବ ଆନନ୍ଦର ସହ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ
Read More...

କଳିଙ୍ଗ ବୈଶ୍ୟ ମହିଳା ସଂଘ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : "ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା "ଏହି ଚେତନା ମଣିଷ ଭିତରେ ଅପସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡୁଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ ଏକ
Read More...

ରାଉରକେଲାରେ ଶେୟାର ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂଗଠନ ଶେୟାର୍ ପକ୍ଷରୁ ବସ୍ତିଆଭବନ ଠାରେ ଜାତୀୟ କ୍ରୀଡା ସପ୍ତାହ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାେ
Read More...

ସତସଙ୍ଗର ଭାଦ୍ର ପରିକ୍ରମା

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁକୂଳଚନ୍ଦ୍ରଙ୍କ ଜନ୍ମ ମାସ ଭାଦ୍ରବ ହୋଇଥିବାରୁ ତାଙ୍କ ଅନୁଗାମୀମାନଙ୍କ ଦ୍ଵାରା ଭାଦ୍ର ପରିକ୍ରମା ସତସଙ୍ଗ ରାଜେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଧର୍ମଗ୍ରନ୍ଥ
Read More...

ସ୍କୁଲ ଅଫ୍ ମାର୍ଶାଲ ଆର୍ଟର ଗ୍ରେଡେସନ ଟେଷ୍ଟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଆନ୍ତର୍ଜାତିକ ଫୁଲ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଗ୍ରେଡେସନ ଟେଷ୍ଟ ଦେଓଗାଁ ସ୍ଥିତ ଅରିନ୍ଦମ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଲଇଣ୍ଡିଆ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀଙ୍କ ଆବାହକତ୍ୱ ତଥା
Read More...