ସେଲ୍ଫି ନେବା ହେଲା କାଳ, ବ୍ରିଜରୁ ୭୦ ଫୁଟ ତଳକୁ ଖସିଲେ ଯୁବତୀ

ସଇଁତଲା, (ଖୁସିରାଣୀ ସାହୁ) : ସେଲ୍ଫି ନେବା ବେଳେ ଅଘଟଣ। ବ୍ରିଜରୁ ପ୍ରାୟ ୭୦ ଫୁଟ ତଳକୁ ଖସିପଡ଼ିଲେ ଯୁବତୀ। ଠିକ୍ ସମୟରେ ଦେବଦୂତ ସାଜି ଉଦ୍ଧାର ପାଇଁ ଆଗେଇ ଆସିଲେ ଜଣେ ଯୁବକ । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ତେଲନଦୀ ବ୍ରିଜ ନିକଟରେ । ସୂଚନା
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ୮୦ତମ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ୮୦ତମ ସ୍ଵାଧୀନତା ଦିବସ ଅବସରରେ ବଲାଙ୍ଗିର ପେଲେସ ଲାଇନ୍ ସ୍ଥିତ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଆଜିର ଦିନରେ ଅଗଣିତ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ
Read More...

ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ପତିତପାବନ ଏକାଡେମୀରେ ଦେଶର ୮୦ତମ ସ୍ଵାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତି ସହ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତୀରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍.ଏମ୍.ସି କମିଟି ସଭାପତି ସରୋଜ
Read More...

ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ପ୍ରାଥମିକ ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ଦ୍ୱାରା ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୮୦ତମ ସ୍ଵାଧୀନତା ଦିବସ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ, ବଲାଙ୍ଗିର ଶାଖା ତରଫରୁ ଉତ୍ସାହର ସହ ପାଳନ କରାଯାଇଛି । ଜିଲ୍ଲା ଯାଦବ ଭବନ ନିକଟସ୍ଥ ଫୁଲେ ପ୍ରତିମୂର୍ତ୍ତୀ ସମ୍ମୁଖରେ ଆୟୋଜିତ ସଭାରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସବିତା ନନ୍ଦ ଅଧ୍ୟକ୍ଷତା
Read More...

ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସର୍ବଭାରତୀୟ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ୮୦ ତମ ସ୍ୱାଧୀନତା ଦିବସ ସକାଳ ଘ ୮.୩୦ ମି. ସମୟରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ
Read More...

ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ : ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଲେ ଉପଜିଲ୍ଲାପାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ତୁଷାର କାନ୍ତ ମହଲାଙ୍କ ନିର୍ଦ୍ଦେଶନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
Read More...

ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରଖଣ୍ଡ ନମ୍ବର ଥିବା କାରରେ ଆସି ବ୍ୟବସାୟୀଙ୍କୁ ଅପହରଣ କରିଥିବା ନେଇ ବଡ଼ ସୂଚନା ରହିଛି । ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ସାହୁ ନିଖୋଜ ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ପରିବାର ଲୋକେ
Read More...

ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ନିଖୋଜ : ଥାନାରେ ମାମଲା ପୋଲିସ ତଦନ୍ତ ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ରାଜ ମହଲ ହୋଟେଲ ମାଲିକ ନରେନ୍ଦ୍ର ସାହୁ (ଗୁଣ୍ଡା ସାହୁ) ନିଖୋଜ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ପରିବାର ଲୋକ ତାଙ୍କୁ ଅପହରଣ କରି ନେଇଥିବା ନେଇ ମଧ୍ୟ ସନ୍ଦେହ
Read More...

ସାଇଟ କଲେଜରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ କଲେଜ, ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ଏମ୍‌.ଏସ୍‌.ସି, ବି.ଏସ.ସି, ଜି.ଏନ୍‌.ଏମ୍‌, ଏଏନ୍‌.ଏମ୍‌ ନର୍ସିଂ, ସୁଶ୍ରୀ ଆଇ.ଟି.ସି,
Read More...