କୁତୁର୍ଲା ସୁରଧନୁ ହାଇସ୍କୁଲକୁ ପୂର୍ବ ବିଧାୟକ ନରସିଂହ ମିଶ୍ରଙ୍କ ପରିଦର୍ଶନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ପୂର୍ବ ବିଧାୟକ ତଥା ପୂର୍ବ ଆଇନମନ୍ତ୍ରୀ ନରସିଂହ ମିଶ୍ର ମଙ୍ଗଳବାର ୧୨ଟା ସମୟରେ ଦେଓଗାଁ ବ୍ଲକ କୁତୁର୍ଲା ସ୍ତିତ ସୁରଧନୁ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭପ୍ରିୟଦର୍ଶନୀ ମାଝୀ ସହ ବିଦ୍ୟାଳୟର ସମସ୍ତ
Read More...

ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ

ଗୋପାଳପୁର, ବାଲେଶ୍ୱର : ଅନନ୍ତକୋଟି ବ୍ରହ୍ମାଣ୍ଡ ନାୟକ ଅଖିଳବ୍ରହ୍ମାଣ୍ଡ ସ୍ୱାମୀ ସାରା ବିଶ୍ୱବାସୀ ତଥା ଅସଂଖ୍ୟ କୀଟପତଙ୍ଗ, ପଶୁପକ୍ଷୀଙ୍କ ହର୍ତ୍ତାକର୍ତ୍ତା, ଦଇବ ବିଧାତା ମହାପ୍ରଭୁ ଅନାଥର ନାଥ, ଦୀନବନ୍ଧୁ, ଜଗତର ନାଥ ଜଗନ୍ନାଥଙ୍କ ମହିମା ବଣ୍‌ର୍ଣ୍ଣାନା କରିବା ଆମ ପରି ସାଧାରଣ ମନୁଷ୍ୟ
Read More...

କେକ୍‌ କାଟି ବିଧାୟକ ନବୀନ ଜୈନଙ୍କ ବିବାହ ବାର୍ଷିକୀ ପାଳନ କଲେ ଟିଟିଲାଗଡ ବଣିକ ସଂଘର ସଦସ୍ୟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ୩୨ ତମ ବିବାହ ବାର୍ଷିକୀ । ତେବେ ଏହି ଉତ୍ସବକୁ ଟିଟିଲାଗଡ ବଣିକ ସଂଘର ସଦସ୍ୟ ମାନଙ୍କ ଦ୍ୱାରା ବିଧାୟକ ଶ୍ରୀ ଜୈନଙ୍କ ବାସଭବନରେ ଆନନ୍ଦର ସହିତ ପାଳନ କରଯାଇଛି । ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ
Read More...

ଗନ୍ଧର୍ଲାରେ ବିଜେଡିର ସାଂଗଠନିକ ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧର୍ଲା ସାପ୍ତାହିକ ବଜାର ପରିସରରେ ବିଜୁ ଜନତା ଦଳର ଯୁବନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ସିନ୍ଧେକେଲା ଜିଲ୍ଲା ପରିଷଦ ଜୋନ୍ ନଂ ୨୧ର ସକ୍ରିୟ
Read More...

ଗୁମ୍ଫା ଡ୍ୟାମ ଝରଣାରେ ଖସି ଅଚେତ ହେଲେ ୨ ଯୁବକ, ୩ କିମି ଦୁର୍ଗମ ଜଙ୍ଗଲରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ପଞ୍ଚାୟତର ଛତ୍ରଙ୍ଗ ଗାଁ ନିକଟସ୍ଥ ଗୁମ୍ଫା ଡ୍ୟାମ ଝରଣାରେ ଘଟିଛି ଏକ ଅଘଟଣ । ଝରଣାରେ ଗାଧୋଉଥିବା ବେଳେ ଖସି ପଡ଼ି ଦୁଇ ଜଣ ଯୁବକ ଅଚେତ ହୋଇ ଫସି ରହିଥିବାବେଳେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟ ଠାରେ ସହ-ସଂପାଦକ କସ୍ତୁରି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଏହି
Read More...

ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଜିରୋ ଟଲରେନ୍ସ : ୧୩୦ ବୋତଲ ଏସ୍‌କଫ୍‌ ଜବତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବେଆଇନ ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର କଡ଼ା ଅଭିଯାନ ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରି ହରିଶଙ୍କର ଛକ ନିକଟରୁ ୧୩୦ ବୋତଲ ଏସ୍‌କଫ୍‌ କଫ୍‌ସିରପ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Read More...

ପଦ୍ମପୁର ମହିଳା ସ୍ନାତକ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ଆନୁକୂଲ୍ୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଅନୁମୋଦନକ୍ରମେ ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିରର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ
Read More...

ପ୍ରଶ୍ନବାଚୀରେ ନିରାପଦ ମାତୃତ୍ଵ : ନାବାଳିକା ଗର୍ଭରେ ପୁତ୍ର ସନ୍ତାନ

ଜୟପାଟଣା, (ଶେଷଦେବ ବେହେରା) : ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ହିସାବ ରଖି ଆସୁଥିବା ସରକାରଙ୍କ ପଞ୍ଜିକାରେ ମଧ୍ୟ ବାସ୍ତବ ତଥ୍ୟ ପଦାକୁ ଆସିପାରେନାହିଁ । ସେହିଭଳି ସ୍ଥିତିରେ ନିରାପଦ ମାତୃତ୍ଵ ନାମରେ ଲହଡ଼ି ଭାଙ୍ଗୁଥିବା ଯୋଜନା ଗୁଡିକ ମଧ୍ୟ ଅବାଟରେ ହଜିଯିବା ସହିତ ନାବାଳିକା
Read More...

କେନ୍ଦୁପତ୍ର ଦର ବୃଦ୍ଧି ଏବଂ କେନ୍ଦୁପତ୍ର ଶ୍ରମିକମାନଙ୍କୁ ବୋନସ ଘୋଷଣା କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ…

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ କେବିନେଟ୍ ମିଟିଙ୍ଗରେ ଓଡ଼ିଶା ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ ନିଷ୍ପତି ନେଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା କେନ୍ଦୁପତ୍ର
Read More...