କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଅଧୀନରେ ଉଦ୍ୟାନ କୃଷି ବିଭାଗ ଏବଂ କେ.ବି.କେ ବଲାଙ୍ଗିର ଦ୍ୱାରା ଏହା ଆୟୋଜିତ ହୋଇ କୃଷି ବିକାଶ ଉପରେ କୃଷକମାନଙ୍କୁ ତାଲିମ ଦିଆଯାଇଥିବା ବେଳେ ଏଥିରେ ବହୁ କୃଷକ ମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.