csstore

ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଟି ଓଏସ୍‌ଡିଏ ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ଦ୍ୱାରା ଆୟୋଜିତ ଡିଜିଟାଲ ମାର୍କେଟିଂ ଏବଂ ଉଦ୍ୟୋଗୀ ବିକାଶ ଉପରେ ଉପସ୍ଥିତ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.