oom

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୦୪ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୯୩ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୧୬, ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୯୦, ଭଦ୍ରକରୁ ୫୦, ବଲାଙ୍ଗିରରୁ ୬୪, ବୌଦ୍ଧରୁ ୩୧, କଟକରୁ ୨୦୯, ଦେବଗଡ଼ାରୁ ୧୩, ଢେଙ୍କାନାଳରୁ ୩୩, ଗଜପତିରୁ ୮, ଗଂଜାମରୁ ୨୯, ଜଗତସିଂହପୁରରୁ ୮୪, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୫୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୭୦, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୩୮୫, କୋରାପୁଟରୁ ୩୧, ମାଲକାନଗିରିରୁ ୫୭, ମୟୁରଭଂଜରୁ ୧୨୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୯୫, ପୁରୀରୁ ୪୯, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୪୯, ସୋନପୁରରୁ ୪୪, ସୁନ୍ଦରଗଡ଼ରୁ ୧୮୬, ଷ୍ଟେଟ୍‌ ପୁଲ୍‌ ୭୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

jittmm
Leave A Reply

Your email address will not be published.