ରୁଷ୍‌ର ଦୁଇ ସୈନିକ ୟୁକ୍ରେନ୍‌ ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ : ଏବେ ଏବେ ଖବର ମିଳିଛି ୟୁକ୍ରେନ୍‌ ହାତରେ ଧରାପଡ଼ିଛନ୍ତି ଦୁଇଜଣ ରୁଷ୍‌ ସୈନିକ । ଯୁଦ୍ଧ ଘନଘୋର ହେବାକୁ ଲାଗିଥିବା ବେଳେ ୟୁକ୍ରେନ୍‌ ଉପରେ ଜବରଦସ୍ତ ଆକ୍ରମଣ ଆରମ୍ଭ କରିଦେଇଛି ରୁଷ୍‌ । ଏଭଳି ସମୟରେ ୟୁକ୍ରେନ୍‌ରେ ରହୁଥିବା ୨୦ ହଜାର ଭାରତୀୟଙ୍କ ପାଇଁ ଭାରତର ଚିନ୍ତା ବଢ଼ିଛି । ରୁଷ୍‌ ରକେଟ୍‌ମାଡ଼ରେ ୪୦ ଜଣ ସୈନିକଙ୍କ ମୃତ୍ୟୁ ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରୁଷ୍‌ର ୨ ଜଣ ସୈନିକଙ୍କୁ କାବୁ କରିଥିବା ଦାବୀ କରିଛି ୟୁକ୍ରେନ୍‌ । ଏପରିକି ଧରାପଡ଼ିଥିବା ଦୁଇ ଜଣ ରୁଷୀୟ ସୈନିକଙ୍କ ଫଟୋ ୟୁକ୍ରେନ୍‌ ଜାରି କରିଛି ।

Leave A Reply

Your email address will not be published.