csstore

ଯୁବ କଳାକାର ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯୁବ କଳାକାର ମଂଚ ତରଫରୁ ବଲାଙ୍ଗିର ନନ୍ଦ ବିବାହ ମଣ୍ଡପଠାରେ ଏକ ବୈଠକ ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଯୁବ କଳାକାର ମଂଚ ତରଫରୁ ବିଗତ ବର୍ଷର କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ସଂଗଠନକୁ କେମିତି ମଜବୁତ କରାଯିବ, ସାମାଜିକ, ଆର୍ଥିକ ଅବସ୍ଥାକୁ ଦୃଷ୍ଟି ଦେବା ସହିତ ସଂଗଠନରେ କଳକାରମାନଙ୍କ ପାଇଁ ସମସ୍ୟାର ସହଯୋଗ ନିମନ୍ତେ ଏକ ଫଣ୍ଡ ବ୍ୟବସ୍ଥା କରାଯିବା ସହିତ ଆଗାମୀ ଦିନରେ ପଶ୍ଚିମ ଓଡିଶା କଳାକାରଙ୍କୁ ନେଇ ଏକ କ୍ରିକେଟ ମ୍ୟାଚ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରା ସୃଷ୍ଟି କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିନୋଦ କାଲସାଏ, ଗୋପାଳ ପଧାନ, ଏସ୍‌. ସରୋଜ କୁମାର, ବି.ବିନୋଦ କୁମାର, ରବିନ୍ଦ୍ର ସାହୁ, ରୋସନ ଭରଦ୍ୱାଜ, ଦିପକ ନାଗ, ରିଙ୍କୁ ପାତ୍ର, ପ୍ରଶାନ୍ତ ନାୟକ, ଦେବାଶିଷ ମେହେର, ଚୁଲବୁଲ ମୁନା, ଅପୁ ବେହେରା, ମାନସ ସୁନା, ରାଜ ସେନ୍ଦ୍ରିଆ, ସୁରଜ ପାଣିଗ୍ରାହୀ, ଆକାଶ କୁମାର, ସୋମନାଥ ସାହୁ, ସୁରଜ ସେଟ୍‌, କୈଳାସ ବାଗ, ସଂଗ୍ରାମ ବିଶ୍ୱାଲ, କିରନ ନନ୍ଦ, ନବ ପଟେଲ, ଦେବାଶିଷ ଭୋଇ, ଗୋବିନ୍ଦ ବୁଡେକ, ସାହିଦ ରସିଦ, ରେସ ମହାନନ୍ଦ, ଦିପିକା ସେଠୀ, କ୍ରିସ କୁମାର, ସୁଧାଂଶୁ ନାଥ, କ୍ଷିରୋଦ ମଲ୍ଲିକ, ଯୋଗେନ୍ଦ୍ର ଦୀପ, ମୁକେଶ ସୁନା, ସ୍ୱାଗତିକା କୁଅଁର, ମୁନିଆ ପାଣିଗ୍ରାହୀ, କୁମାର ସାମସନ, ଶ୍ରୀକାନ୍ତ ବାଗ, ମହେଶ ମେହେର, ପ୍ରେମା ଭୁଏ, ବିନ୍ଦୁ ମଲ୍ଲିକ, ଅନିତା ତ୍ରିପାଠି, ଗୋବର୍ଦ୍ଧନ ଭୋଇ, ମାଧବ ବାରିକ, ତ୍ରିନାଥ ପଧାନ, ରାଶେଶ୍ୱରୀ ଚଣ୍ଡି, ଆନନ୍ଦିନୀ ନାଏକ, ମିଲନ ବାଗ, ଶଶୀ ଦେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.