କୁହୁଡ଼ି ଭର୍ତ୍ତି ସକାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ବଲାଙ୍ଗିର ସହର କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିବା ବେଳେ ମୁହଁକୁ ମୁହଁ ଦେଖା ଯାଉନଥିବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ପୂର୍ବାହ୍ନ ୯ଟା ପର୍ୟ୍ୟନ୍ତ ମଧ୍ୟ କୁହୁଡ଼ି ଚାରିପଟେ ଛାଇ ହୋଇ ରହିଛି । ଏହି ସମୟରେ ଯାନବାହାନ ଚଳଚଳା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ । ସମସ୍ତେ ସତର୍କ ହୁଅନ୍ତୁ ।

Leave A Reply

Your email address will not be published.