ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନରେ ଶିଷକେଲା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ଅଭିମନ୍ୟୁ ସାହୁ ମେମୋରିଆଲ ଟ୍ରଷ୍ଠ ଦ୍ୱାରା ଟିଟିଲାଗଡ଼ ମାଟିର ସୁପୁତ୍ର ତଥା ସମସ୍ତଙ୍କ ପ୍ରିୟ ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ୫୨ତମ ଜନ୍ମ ଦିନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଶକେଲା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଶିଶକେଲା ପଞ୍ଚାୟତର ହାଇସ୍କୁଲ ପଡ଼ିଆ ଠାରେ ମଧ୍ୟ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ବିଜେଡି ବ୍ଳକ ଉପ ସଭାପତି ବିକି ଜି ନାଗ, ସୁଶାନ୍ତ ବେହେରା, ପୁରନ୍ଦର ରଣା, ଭଗବାନ ସାହୁ, ପ୍ରେମ କୁମାର ନନ୍ଦ, ବିଶି ରଣା, ପପୁ ରଣା, ସଞ୍ଜୟ ନାଗ ସମେତ ବିଜେଡିର ବହୁ କର୍ମକର୍ତ୍ତାମାନେ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.