ଦେଓଗାଁ ବ୍ଲକରେ ଆଜି ବି ମାତ୍ର ଜଣେ ଚିହ୍ନଟ : ପୁଣି ଜଣେ ଉଡାର ପଞ୍ଚାୟତରୁ ସଂକ୍ରମିତ ଓଡିଶା By Koshala Prabaha On Thursday 17th June 2021, 8:48 pm Share ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ମଧ୍ୟ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜିର ଚିହ୍ନଟ ବ୍ୟକ୍ତି ଜଣକ ମଧ୍ୟ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟ ଆସିଛି । deogaon news