oom

ଅହେତୁକ ଦର ବୃଦ୍ଧି ଯୋଗୁଁ ଦେଓଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ପେଟ୍ରୋଲ, ଡିଜେଲର ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପାଉଥିବା ଯୋଗୁଁ ଆଜି ସକାଳ ୧୦ଟା ବେଳେ ପ୍ରଦେଶ କଂଗ୍ରେସର ଆହ୍ଵାନରେ ଦେଓଗାଁ ବ୍ଲକର କଂଗ୍ରେସ କମିଟି ପକ୍ଷରୁ ବଙ୍ଗଳା ଛକ ସ୍ଥିତ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀମାନେ ।

jittmm
Leave A Reply

Your email address will not be published.