ଭୁବନେଶ୍ୱର : ବିଶିଷ୍ଟ କବି, ସମାଲୋଚକ, ସାହିତ୍ୟିକ ପ୍ରଫେସର ଶୁଭେନ୍ଦୁ ମୁଣ୍ଡଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସ୍କ ପ୍ରଫେସର ମୁଣ୍ଡ ସାରା ଓଡ଼ିଶାରେ ଜଣେ ସାରସ୍ୱତ ପୁରୁଷ ଭାବରେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଓଡ଼ିଆ ସାହିତ୍ୟ ଜଗତ ପାଇଁ ବିଶେଷ କ୍ଷତି ଆଣି ଦେଇଛି ବୋଲି ସାହିତ୍ୟ ଜଗତରେ ଚର୍ଚ୍ଚା ହେଉଛି ।
Prev Post