jayashree

ସମାଜସେବୀ ଶିବ ନାରାୟଣ ରଥଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ ହୃଦ୍‌ଘାତ ଯୋଗୁଁ ସ୍ୱର୍ଗାରୋହଣ କରିଥିବା ବଲାଙ୍ଗିର ରାଜେନ୍ଦ୍ରପଡ଼ା ଦୁର୍ଗାପୂଜା କମିଟିର ସକ୍ରିୟ ସଦସ୍ୟ ତଥା ସମାଜସେବୀ ଶିବ ନାରାୟଣ ରଥଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜେନ୍ଦ୍ରପଡ଼ା ଦୁର୍ଗାପୂଜା କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା । କମିଟିର କର୍ମକର୍ତ୍ତାମାନେ ସ୍ୱର୍ଗତ ଶିବ ନାରାୟଣଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.