କ୍ରୀଡାବିଦ୍‌ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା କ୍ରୀଡାବିଦ୍‌ ତଥା ସମାଜସେବୀ ସୁମନ୍ତ ଭୋଇଙ୍କ ତୃତୀୟ ବର୍ଷ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଆଜି ବଲାଙ୍ଗିର ସହରର ବୁଦ୍ଧିଜୀବୀ ଓ ବିଭିନ୍ନ କଳା କ୍ରିକେଟ ପ୍ରେମୀ ତାଙ୍କ ବାସଭବନରେ ତାଙ୍କ ସପରିବାର ସହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ । ପୁଷ୍ପମାଳ ଅର୍ପଣ କରି ତାଙ୍କୁ ସ୍ମରଣ କରାଯାଇଥିଲା । ଗାୟତ୍ରୀ ମନ୍ତ୍ର ସହ ପୂଜା ଆୟୋଜିତ ହୋଇଥିଲା । ସବୁଦିନ ପାଇଁ ସମସ୍ତଙ୍କ ମନରେ ଛାପ ଛାଡିଯାଇଥିବାରୁ ଏହି ସଭାରେ ମତପ୍ରକାଶ ହୋଇଥିଲା । ସଭାରେ ବିଭିନ୍ନ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.