ବିଜେଡ଼ି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଇଯାଇଛି । ଆଜି ସକାଳ ୮ଟା ୧୫ ମିନିଟରେ ଭୁବନେଶ୍ୱର ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି । ଏଥିରେ ବିଜେଡିର ସଞ୍ଜୟ ଦାସ ବର୍ମା, ଦୁର୍ଗା ସାମନ୍ତରାୟ, ସୁଲତା ଦେଓ, ଜ୍ୟୋତ୍ସ୍ନା ମିଶ୍ର, ଆମେଶ ଜେନା, ବିଜୟ ନାୟକଙ୍କ ସମେତ ଅନ୍ୟ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.