csstore

ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ : କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କ ଯୋଗଦାନ

ଲୋଇସିଂହା, ( କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବାବା ମଠ ଠାରେ ଶ୍ରୀ ବଙ୍କଟ ରମଣ ଦାସ୍ ତ୍ୟାଗୀ ମହାରାଜଙ୍କର ସପ୍ତବିଂଶ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ବରିଷ୍ଠ କାର୍ୟ୍ୟକର୍ତ୍ତାମାନଙ୍କ ସହିତ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ, ବଲାଙ୍ଗିର ନଗର ସଭାପତି ସନ୍ତୋଷ ସାହୁ, ଲୋଇସିଂହା ସଭାପତି ବିରେନ୍ଦ୍ର ବାରିକ, ଶଙ୍କର୍ଷଣ ଆଚାର୍ଯ୍ୟ, ସୁନିଲ ମିଶ୍ର, କୁନା ନାଏକ, କଵିତ୍ର ସାହୁ, ନେପାଲ ସା, ସୀତାରାମ ପ୍ରଧାନ, ବନମାଳୀ ଛତ୍ରିଆ ପ୍ରମୁଖ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.