csstore

ସଂପର୍କ ସ୍ୱେଚ୍ଛାସେବୀ ସଂଘ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀମାନଙ୍କ ସହିତ ନୁଆ ବର୍ଷ ପାଳନ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଚ୍ଛାସେବୀ ସଂଘ ସଦା ସର୍ବଦା ଅସହାୟଙ୍କ ସେବାରେ ସମର୍ପିତ । ଯାହାର କେହି ନାହିଁ, ତାର ସଂପର୍କ ସ୍ୱେଚ୍ଛାସେବୀ ସଂଘ ଅଛି । ଆଜି ପୁଣି ଏକ ଉଦାହରଣ ସୃଷ୍ଟି କରିଛି ସଂଘ । ସଂପର୍କ ସ୍ୱେଚ୍ଛାସେବୀ ସଂଘ ତରଫରୁ ଚକରକେନ୍ଦ ସ୍ଥିତ ମାତୃଛାୟା ଶାନ୍ତି ତପୋବନ ଆଶ୍ରମରେ ଅନ୍ତେବାସୀ ମାନଙ୍କ ସହିତ ନୁଆ ବର୍ଷ ପାଳନ କରାଯାଇଛି।ସମ୍ପର୍କ ସ୍ୱେଚ୍ଛାସେବୀ ସଂଘର ସଂଯୋଜକ ରୋସନ ସାହୁ, ନ‌ନ୍ଦିଘୋଷ ମହାପାତ୍ର, ଭରତ ଭୁଏ, ଗୋବର୍ଦ୍ଧନ, ମାଧବ ମହାପାତ୍ର, ଅବନିକାନ୍ତ ପଣ୍ଡା, ଘନଶ୍ୟାମ ସାହୁ, ଗୁଣନିଧି, ବାବୁଲୁ ସାହୁ, କୁଶ ସାହୁ , ସଞ୍ଜୟ ପ୍ରଧାନ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.