ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌

ବଲାଙ୍ଗିର : ବଲାଙ୍ଗିର ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସର ହ୍ୟାଲିପେଡ୍‌ରେ ଅବତରଣ କରିଛନ୍ତି ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍‌ । ଏଠାରୁ କାର୍‌ ଯୋଗେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌କୁ ବାହାରିଥିବା ଜଣାପଡିଛି । ସେଠାରେ ନୂଆ-ଓର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଭେଟିବେ ଶ୍ରୀ ପାଣ୍ଡିଆନ୍‌ । ଏହି କାର୍ଯ୍ୟକ୍ରମ ପରେ ସେ ପୁଣି ଆର୍‌ଏନ୍‌ ସିଂହଦେଓ ସ୍ପୋର୍ଟ କମ୍ପେ୍ଲକ୍ସକୁ ଫେରି କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.