ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାର ଜଣେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚୋରି ଡକାୟତି ରାହାଜାନୀ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପ ବଢ଼ି ବଢ଼ି ଚାଲିଥିବା ବେଳେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ାରେ ଲୁଟ ଘଟଣାରେ ଗତକାଲି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସହରର ବିଭୂତିପଡ଼ାର ସଞ୍ଜୟ ସ୍ୱାଇଁ ବୋଲି ଜଣାପଡିଛି ।

Leave A Reply

Your email address will not be published.

error: Content is protected !!