jsm

ଉଗ୍ରସେନ ଭୂମିକା ପାଇଁ ଆବେଦନ କଲେ ଆର୍ତ୍ତତ୍ରାଣ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ରେ ମହାରାଜା ଉଗ୍ରସେନ ଭୂମିକାରେ ଅଭିନୟ କରି ପ୍ରଶଂସାର ଗୋଟି ସାଉଁଟିଥିବା ସୟାଁ ତୁରୁଙ୍ଗା ଗାଁର ମହାନ୍ ମଞ୍ଚ କଳାକାର ଆର୍ତ୍ତତ୍ରାଣ ମହାପାତ୍ର ଚଳିତ ବର୍ଷ ଉଗ୍ରସେନ ଭୂମିକାରେ ପୁଣି ଥରେ ଅଭିନୟ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ।

yuvodaya
Leave A Reply

Your email address will not be published.