oom

ଆସନ୍ତାକାଲି ବିଦ୍ୟୁତ ଯୋଗାଣ ବନ୍ଦ ନେଇ ବଲାଙ୍ଗିର ୱେସ୍କୋ ୟୁଟିଲିଟି ପକ୍ଷରୁ ଘୋଷଣା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ୭ ତାରିଖ ଦିନ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ନେଇ ବଲାଙ୍ଗିର ୱେସ୍କୋ ୟୁଟିଲିଟି ପକ୍ଷରୁ ଘୋଷଣା କରାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ସହରର ଆର୍‌ଟିଓ ଛକ, ଶାସ୍ତ୍ରୀନଗର, ରାଜେନ୍ଦ୍ରପଡ଼ା, ଇଚ୍ଛାପଡ଼ା, ସମଲେଇନଗର, ଇନ୍ଦିରାନଗର, ରାଜୀବନଗର, ସାଲେପାଲି, ଖୁଜେନପାଲି, କାମାକ୍ଷାନଗର, କବାଟପଡ଼ା, ମନୋହରପୁର, ତୁଳସୀନଗର, ଆର୍‌ପି ଲାଇନ୍‌, ଉଦୟନଗର, ରେଲୱେ ଷ୍ଟେସନ୍‌, ବାବା ଛକ(ମାଲପଡ଼ା), ମହାଲକ୍ଷ୍ମୀନଗର, ଭଗବତୀ ନଗର, ରୁଗୁଡ଼ିପଡ଼ା, ସାଗରପଡ଼ା, ଅଫିସର୍‌ସ୍‌ କଲୋନୀ, ପେଲେସ୍‌ ଲାଇନ୍‌, ପେଲେସ୍‌ ଫିଲ୍ଡ, ଇଣ୍ଡିଷ୍ଟିଆଲ୍‌ ଏରିଆ, ବିଜାଖମନ୍‌ ତଥା ଇଣ୍ଡଷ୍ଟ୍ରିଆଲ ଗ୍ରୀଡ଼୍‌ ବିଭାଗ-୨ ଅଧୀନରେ ରହିଥିବା ଅଂଚଳରେ ବିଦ୍ୟୁତ ଯୋଗାଣ ଉପରୋକ୍ତ ସମୟରେ ବନ୍ଦ ରହିବ ।

jittmm
Leave A Reply

Your email address will not be published.