jsm

ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ‘ସର୍ବ ଧର୍ମ ପ୍ରାର୍ଥନା ସଭା’ର ଆୟୋଜନ

csstore

ବରଗଡ, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ତଥା ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଆଜି ରାହୁଲ ଗାନ୍ଧୀ “ଭାରତ ଯୋଡ” ପଦଯାତ୍ରା ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ “ସର୍ବ ଧର୍ମ ପ୍ରାର୍ଥନା ସଭା”ର ଆୟୋଜନ କରାଯାଇ ଆଦରଣୀୟ ରାହୁଲ ଗାନ୍ଧୀଙ୍କ ଯାତ୍ରା ସଫଳ ପାଇଁ କାମନା କରାଗଲା । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରତାପ ନାୟକ, ନଗର କଂଗ୍ରେସ ସଭାପତି ସୁଧିର ଜେନା, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ, ମନୋହର ପ୍ରଧାନ, ପ୍ରମୋଦ ନନ୍ଦ, ରଞ୍ଜନ କୁମାର ସ୍ୱାଇଁ, ଶମ୍ଭୁ ସାହୁ, ଚିତେନ୍ଦ୍ର ସାହୁ, ରିଙ୍କୁ ମହାନନ୍ଦ, ଅଭିଷେକ ନାୟକ, ଗୌରବ ପତି, ଦେବୁ ସ୍ୱାଇଁ, ମହମ୍ମଦ ଅକବର, ଛୋଟୁ, ଭୋଜରାଜ ଦୋରା, ରଞ୍ଜନ କୁମାର ସ୍ୱାଇଁ, ମନୋଜ ରାୟ, ଅନାମ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.