oom

ଜାତୀୟ ଟାଏକୋଣ୍ଡୋରେ ଦୁର୍ଗେଶଙ୍କୁ ୨ ସ୍ୱର୍ଣ୍ଣ

jsmm

କଟକ : ଓଡିଶା ପୋଲିସରେ କାର୍ଯ୍ୟରତ ଦୁର୍ଗେଶ ନନ୍ଦିନୀ ଦେ’ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୋଲକତାର ଦାସନଗର ଇନ୍‌ଡୋର ଷ୍ଟାଡିୟମରେ ନକ୍‌ଆଉଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଆୟୋଜିତ ଇଣ୍ଡିଆ ପ୍ରୋଗ୍ରେସିଭ କପ୍‌ର ବରିଷ୍ଠ ମହିଳା କ୍ୟୁରୋଗିର ୬୭ କେଜିରୁ କମ୍‌ ଓଜନ ବର୍ଗ ଏବଂ ପୁମ୍‌ସେର ୪୦ ବର୍ଷରୁ କମ୍‌ ବୟସ ବର୍ଗରେ ଦୁର୍ଗେଶ ସ୍ୱର୍ଣ୍ଡ ପଦକ ହାସଲ କରିଛନ୍ତି । ଦୁର୍ଗେଶ ଏବେ ସିଡିଏ ଫେଜ୍‌-୨ ଥାନାରେ କନଷ୍ଟେବଳ ଭାବରେ ନିୟୋଜିତ ଅଛନ୍ତି ।

jittmm
Leave A Reply

Your email address will not be published.