ବେଆଇନ ନିଶା ଓ ବନ୍ଧୁକ କାରବାରର ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ପକ୍ଷରୁ ବିର୍ସା ଛକ ଠାରେ ନାକାବନ୍ଦୀ କରି ଏକ ବ୍ରେଜା କାର୍ (ପଞ୍ଜିକରଣ ନଂ ଓଡି-୧୪ଏଏ-୦୨୭୯)କୁ ଅଟକାଇଥିଲା । କାର ମଧ୍ୟରୁ ମହମ୍ମଦ ସଦ୍ଦାମ ଏବଂ ତ୍ରିବିକ୍ରମ ସୁନା ନାମକ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।!-->…
Read More...
Read More...