Monthly Archives

October 2026

ଖରିଆର ରୋଡ୍‌ରେ ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରାମାଡ଼ ଘଟଣାକୁ ନେଇ ଉତ୍ତେଜନା। ଗତକାଲି ରାବଣପୋଡ଼ି ଉତ୍ସବ ସମୟରେ କୌଣସି କାରଣକୁ ନେଇ କିଛି ଦୁର୍ବୃତ୍ତ ଯୁବକଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି…
Read More...

ଛେଣ୍ଡିପଦାରେ ଯୁବକଙ୍କୁ ହତ୍ୟା ସନ୍ଦେହ, ଘର ଅଗଣାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଚାଞ୍ଚଲ୍ୟ। ବାଗଡ଼ିଆ ଥାନା କଣଲୋଇ ଗାଁରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ୩୬ ବର୍ଷୀୟ ଦିଲୀପ କୁମାର ସେଠୀ। ସେ ପେସାରେ ଜଣେ ଟ୍ରାକ୍ଟର ଚାଳକ ଥିଲେ। ଦିଲୀପଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ…
Read More...

ଜମି ବିବାଦରୁ ଝିଆରୀଙ୍କୁ ତୀର ମାଡ଼, କକା ଅଟକ

ରାଉରକେଲା : ଜମି ବିବାଦକୁ କେନ୍ଦ୍ର କରି ଝିଆରୀଙ୍କୁ ତୀର ମାଡ଼ କଲେ କକା। ଏଭଳି ଏକ ଗୁରୁତର ଘଟଣା ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରା ପଞ୍ଚାୟତର ଦଲପୋଷ ଗାଁରେ ଘଟିଛି। ତୀର ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ରଜନୀ ଟପ୍ପନ। ସୂଚନା ଅନୁସାରେ, ଜମି ବିବାଦକୁ ନେଇ କକା ଓ…
Read More...

ଗଞ୍ଜାମରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ, ୬୧ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୁଲିସର ଜୋରଦାର ଅଭିଯାନ । ୨୦ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୁଲିସ । ଏହି ଚଢ଼ାଉରେ ୬୧ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୨ ଲକ୍ଷ ୧୯ ହଜାର ୪୮୦ ଟଙ୍କା ଜବତ…
Read More...

କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ ସାମୂହିକ ରାବଣ ଦହନ : ଏକତା ଓ ଭାଇଚାରାର ବାର୍ତ୍ତା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ବିଜୟାଦଶମୀ ପର୍ବ କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ରୋଡ୍ ନମ୍ବର-୨ର ସମସ୍ତ ପରିବାର ଏକାଠି ହୋଇ ସାମୂହିକ ରାବଣ ଦହନ…
Read More...

ବେନିଆବନ୍ଧରେ ଅଶୋକ ବିଜୟା ଦଶମୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ବେନିଆବନ୍ଧ ଗ୍ରାମରେ ଚଳିତ ବର୍ଷ ଅତି ଆଡମ୍ବର ଓ ଶ୍ରଦ୍ଧାର ସହିତ ପବିତ୍ର “ଅଶୋକ ବିଜୟା ଦଶମୀ” ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧିଷ୍ଟ କମିଟି ଏବଂ ନ୍ୟାସନାଲ ଆଣ୍ଡ ଇଣ୍ଟରନ୍ୟାସନାଲ ବୁଦ୍ଧିଷ୍ଟ ସୋସାଇଟିର ମିଳିତ…
Read More...

ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବାରିପଦା, (ଦେବସ୍‌ସ୍ମିତ ଚୋଧୁରୀ) : ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଟାଟା ଟ୍ରଷ୍ଟସ୍‌ର ସହଯୋଗରେ ଆୟୋଜିତ ‘ଆରମ୍ଭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ ବାରିପଦା ଷ୍ଟାଡିୟମ୍‌ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦ଟି ବାଳକ ଦଳ ଓ ୩ଟି ବାଳିକା ଦଳର ପ୍ରାୟ ୨୫୦ ଜଣ ଖେଳାଳି…
Read More...

ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପେଶା ନିୟମ ଲାଗୁ, ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଭାବେ ଗଠନ କରିବା ଦାବିରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ର ଚାଷୀ ମୁଲିଆ ସୁରକ୍ଷା ସମିତି । ଏହି ଦାବିଗୁଡ଼ିକୁ…
Read More...

ରାଜତନ୍ତ୍ର ନାହିଁ, ହେଲେ ବଞ୍ଚିଛି ରାଜ ପରମ୍ପରା; ବିଜୟା ଦଶମୀରେ ପାଟଣାଗଡ଼ରେ ଲାଖବିନ୍ଧା ଉତ୍ସବ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ରେ ଆଉ ନାହିଁ ରାଜତନ୍ତ୍ରର ଶାସନ । ହେଲେ ଆଜି ବି ଜୀବନ୍ତ ରହିଛି ରାଜ ପରିବାରର ପୁରାତନ ପରମ୍ପରା । ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ପାଟଣାଗଡ଼ ରାଜଖମାରରେ ଆୟୋଜିତ ହୋଇଛି ପାରମ୍ପରିକ…
Read More...

ଲୁଣା ନଦୀରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ, ଚୋରାବାଲି ନେଲା ଜୀବନ

କେନ୍ଦ୍ରାପଡ଼ା : ଲୁଣା ନଦୀରେ ଗାଧୋଇବାକୁ ଯାଇ ଅଘଟଣ । ଚୋରାବାଲିରେ ପାଦ ଫସିଯିବାରୁ ପାଣିରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ । ଅଗ୍ନିଶମ ବାହିନୀ ନଦୀରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗାଁ ନିକଟ ଦାନପୁର ବାଲିଘାଟରେ…
Read More...