Monthly Archives

October 2026

ଅଲଣ୍ଡା ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ : ଆବାସ ଟଙ୍କା ଓ ଭତ୍ତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତରେ ସରକାରୀ ଯୋଜନାକୁ ନେଇ ଉଠିଛି ଗୁରୁତର ଅଭିଯୋଗ । ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ଆବାସ ଯୋଜନାର ଶ୍ରମିକ ଟଙ୍କା ମିଳୁନଥିବା ବେଳେ ଘରର ଫଟୋ ଉଠାଇବା ଏବଂ ଭତ୍ତା କରାଇଦେବା ନାଁରେ…
Read More...

କଣ୍ଟାବାଞ୍ଜିରେ ବେରୀୱାଲୀ ମାତାଙ୍କ ମଙ୍ଗଳ ପାଠ, ଭକ୍ତିମୟ ହେଲା ସହର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିରେ ମା’ଙ୍କ ଭକ୍ତି ଓ ଜୟକାରରେ ଗୁଞ୍ଜରିତ ହେଲା ସାରା ସହର । ବେରୀୱାଲୀ ମାତାଙ୍କ ଭବ୍ୟ ମଙ୍ଗଳ ପାଠକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଧ୍ୱଜ ଶୋଭାଯାତ୍ରାରୁ ଆରମ୍ଭ ହୋଇଛି ଏହି ଭବ୍ୟ ଧାର୍ମିକ ଆୟୋଜନ । ସ୍ଥାନୀୟ…
Read More...

ସରଗରମ ହୋଇ ଉଠିଛି, ଗଜଲକ୍ଷ୍ମୀ ପୂଜା ସମ୍ଭାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଗଜଲକ୍ଷ୍ମୀ ପୂଜା ସମ୍ଭାର ସରଗରମ ହୋଇଉଠିଛି । କୁମାର୍ ଉତ୍ସବ ସାଂଗକୁ ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଛି, ମା' ଗଜଲକ୍ଷ୍ମୀଙ୍କ ପୂଜା ସମ୍ଭାର । ଛତ୍ରପୁର ସହରାଞ୍ଚଳର ମେଇନ୍ ରୋଡ଼ ବଣିକ ସଂଘ…
Read More...

ବାତ୍ୟା ନେଇ ଆଲର୍ଟ ଆନ୍ଧ୍ର ସରକାର : ଓଡ଼ିଶାକୁ ଦୁଇଦିନ ପ୍ରବଳ ବର୍ଷା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା ପ୍ରଭାବରେ ବଡ଼ ବର୍ଷା ଆଶଙ୍କା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି । ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ…
Read More...

ଅଗସ୍ତି ନୂଆଗାଁ ଶିଖର ସାହିରେ ମା’ ଗଜଲକ୍ଷ୍ମୀ ପୂଜା ସମ୍ଭାର ଆରମ୍ଭ

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ଵ ପୂଜା ମଣ୍ଡପରେ ରବିବାର ସନ୍ଧ୍ୟାରୁ ମା' ଗଜଲକ୍ଷ୍ମୀଙ୍କ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ଆରମ୍ଭ ହୋଇଛି । ମା' ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ…
Read More...

ଭୁବନେଶ୍ୱରରେ ଆରବିଆଇର ନବନିର୍ମିତ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କଲେ…

● ଅଧିକ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥା ଦିଗରେ ବଡ଼ ପଦକ୍ଷେପ; ଭୁବନେଶ୍ୱରରେ ଆରବିଆଇର ନୂତନ ପ୍ରତିଷ୍ଠାନଗୁଡ଼ିକ ଡିଜିଟାଲ୍ ଭିତ୍ତିଭୂମି ଏବଂ ସାଇବର ସୁରକ୍ଷା କ୍ଷମତାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ● ମହାପ୍ରଭୁଙ୍କ ଆଶୀର୍ବାଦରୁ, ଆଜି ଭୁବନେଶ୍ୱର ନୂତନ ଭାରତକୁ ଏକ ନୂଆ ଅନୁଷ୍ଠାନ…
Read More...

‘ଅପରେସନ୍ ଟ୍ରାଇଡେଣ୍ଟ’: ୩ ରାଜ୍ୟର ୩୮ ସ୍ଥାନରେ ଏନ୍ସିବିର ଚଢ଼ାଉ

ଆସାମ, ମିଜୋରାମ ଏବଂ ମଣିପୁରର ୩୮ଟି ସ୍ଥାନରେ ଚଢ଼ାଉ, ଅନ୍ତର୍ଜାତୀୟ ନିଶା ନେଟୱର୍କ ଧ୍ୱଂସ ୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ ନୂଆଦିଲ୍ଲୀ, (ପିଆଇବି) : ନିଶାଦ୍ରବ୍ୟ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ…
Read More...

ଭୁବନେଶ୍ୱରଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଉଦ୍‌ଯାପିତ

ବିକଶିତ ଭାରତ-୨୦୪୭ ପାଇଁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ “ଆମ ସହରର ଭବିଷ୍ୟତ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରିବା ସମ୍ମିଳନୀର ଉଦ୍ଦେଶ୍ୟ” : କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ନୂଆଦିଲ୍ଲୀ, (ପିଆଇବି) : ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସହରାଞ୍ଚଳ ପ୍ରଶାସନ, ନଗର ଯୋଜନା ଓ…
Read More...

ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଦେଓଗାଁ ଡ଼ାକ ବଙ୍ଗଳାରେ ବ୍ଲକ୍ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଡମ୍ବରୁଧର ହରପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଡ଼ିଓ…
Read More...

ଦେଓଗାଁ ସର୍ବଭାରତୀୟ କପ୍ କ୍ରିକେଟ ଉଦଯାପିତ

ପଦମପୁର ବିଜେତା, କଳାହାଣ୍ଡି ଉପବିଜେତା ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ସର୍ବଭାରତୀୟ କପ୍ ଦେଓଗାଁ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ହୋଇଥିବା ପ୍ରଥମ ସେମଫାଇନାଲ…
Read More...