Monthly Archives

October 2026

ଅର୍ଣ୍ଣବ ପ୍ରଭାବ ଆଶଙ୍କାରେ ଅନେକ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ଅର୍ଣ୍ଣବର ତାଣ୍ଡବକୁ ନେଇ ଦକ୍ଷିଣ ଓଡିଶାରେ ଲୋକଙ୍କ ମଧ୍ୟରେ ଅନେକ ଆଶଙ୍କା ଉଙ୍କି ମାରୁଥିବା ବେଳେ ପ୍ରଶାସନିକ ସ୍ତରରେ ସରକାରୀ ପ୍ରସ୍ତୁତି, ବାତ୍ୟାର ଭୟାବହତାକୁ ଦ୍ୱିଗୁଣିତ କରି ସାରିଲାଣି । ଯଦି ଅର୍ଣ୍ଣବର ବାସ୍ତବତା କଳାହାଣ୍ଡି ଜିଲ୍ଲାକୁ ସ୍ପର୍ଶ କଲେ…
Read More...

ଡେଲାଙ୍ଗରେ ଗଜଲକ୍ଷ୍ମୀ ପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ବଜାର ଓ ଗ୍ରାମରେ ମା' ଗଜଲକ୍ଷ୍ମୀଙ୍କ ପୂଜା ସମେତ କୁମାର ପୂର୍ଣ୍ଣିମା ଉତ୍ସବ ଧୂମ୍‌ଧାମରେ ପାଳନ କରାଯାଇଛି । ବୃନ୍ଦାବତୀଙ୍କ ପାଖରେ କୁଆଁରୀ ଝିଅମାନେ ଆଞ୍ଜୁଳି ଟେକିବା ସହ ଚାନ୍ଦ ଭୋଗ କରିଛନ୍ତି ।…
Read More...

ସିଏଚ୍‌ଏସ୍‌ଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଡୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସିଏଚ୍‌ଏସ୍‌ଇ ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ତଥା ପ୍ରତିଷ୍ଠିତ କୋଚ…
Read More...

ରାଉରକେଲାରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ପୋଲିଓ ସଚେତନତା ରାଲି ଓ ରୋଡ୍ ସୋ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍‌ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ପୋଲିଓ ମୁକ୍ତ ଅଭିଯାନ ନେଇ ସଚେତନତା ରାଲି ଓ ରୋଡ୍ ସୋ ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ଆମ୍ବାଗାନ ଛକ, ମଧୁବନ ଛକ, ସେକ୍ଟର-୧ କ୍ଲବ ପରିସର ଏବଂ ସେକ୍ଟର-୨ ଛକ ଦେଇ…
Read More...

୨୫ତମ ଜୁନିୟର ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ରାଉରକେଲାର ୫ ଖେଳାଳି

ରାଉରକେଲା, (ସସ୍ମିତା ପ୍ରଧାନ) : ତାମିଲନାଡୁର ଚେନ୍ନାଇସ୍ଥିତ ଜେପିଆର୍ ବିଶ୍ୱବିଦ୍ୟାଳୟ ଠାରେ ଆସନ୍ତା ୨୮ ଅକ୍ଟୋବରରୁ ୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୨୫ତମ ଜୁନିୟର ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର ୩୪ ଜଣିଆ…
Read More...

ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନ୍ୟାସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସି ବ୍ଲକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ପାର୍କରେ ଥିବା ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ନ୍ୟାସ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ନୂତନ ଟ୍ରଷ୍ଟି ଭାବେ ୫ ଜଣ ସଦସ୍ୟଙ୍କୁ ଗ୍ରହଣ କରାଯାଇଥିଲା । ନ୍ୟାସର…
Read More...

ଲଉଡ଼ିଦର୍ହାରେ ଭସାଣି ଯାତ୍ରା ସହ ସମାପନ ହେଲା କୁମାର ପୂର୍ଣ୍ଣିମା ରାବଣପୋଡ଼ି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ଗ୍ରାମରେ ଅନୁଷ୍ଠିତ ୩୪ତମ କୁମାର ପୂର୍ଣ୍ଣିମା ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ଚଳିତ ବର୍ଷର ପୂଜାରେ ବ୍ୟୟବହୁଳ ଖର୍ଚ୍ଚରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ…
Read More...

ବରଗଡ଼ରେ କଂଗ୍ରେସର ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ ପଦଯାତ୍ରା

ବରଗଡ଼, (ମୁନ୍ନା ସାହୁ) : ଭୋଟର ଅଧିକାରର ସୁରକ୍ଷା ଓ ଗଣତନ୍ତ୍ରର ରକ୍ଷା ଦାବିରେ ବରଗଡ଼ରେ କଂଗ୍ରେସ ପକ୍ଷରୁ ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଗତ ୨୬ ଅକ୍ଟୋବର ସୋମବାର ସନ୍ଧ୍ୟା ୬ଟାରେ ଜନସମ୍ପର୍କ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ କରି…
Read More...

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ମୟୂରଭଞ୍ଜର ଚମକ, ହାତେଇଲେ ୧୦ ପଦକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସନ୍ତରଣ କ୍ରୀଡ଼ାରେ ମୟୂରଭଞ୍ଜ ଜିଲ୍ଲାର ଉଲ୍ଲେଖନୀୟ ସଫଳତା। ସମ୍ବଲପୁରସ୍ଥିତ ଝସକେତନ ସାହୁ ସନ୍ତରଣାଗାରରେ ଅନୁଷ୍ଠିତ ୧୪ତମ ଖଟେଶ୍ୱର ପାଣ୍ଡେ ସ୍ମାରକୀ ସର୍ବ-ଓଡ଼ିଶା ଓପନ୍ ସନ୍ତରଣ ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୧୦ଟି ପଦକ ଜିତି ଗୌରବ…
Read More...

ନକ୍ସଲବାଦର ଅନ୍ତ’ ଓ ଏକତାର ବାର୍ତ୍ତା ନେଇ ଏକତା ନଗର ଅଭିମୁଖେ ମୟୂରଭଞ୍ଜରୁ ୫୧ ଜଣିଆ ପ୍ରତିନିଧି ଦଳଙ୍କ ଯାତ୍ରା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ୩୧ ଅକ୍ଟୋବରରେ ପାଳନ ହେବାକୁ ଥିବା ‘ରାଷ୍ଟ୍ରୀୟ ଏକତା ଦିବସ-୨୦୨୬’ ଉତ୍ସବ ନିମନ୍ତେ ବାରିପଦା ରିଜର୍ଭ ପୋଲିସ ପଡ଼ିଆ ଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ…
Read More...